Bahare Barsha cover art

Bahare Barsha

Preview
Free with 30-day trial
Prime logo New to Audible Prime Member exclusive:
2 credits with free trial
1 credit a month to use on any title to download and keep
Listen to anything from the Plus Catalogue—thousands of Audible Originals, podcasts and audiobooks
Download titles to your library and listen offline
₹199.00 per month after 30-day trial. Cancel anytime.

Bahare Barsha

Written by: ସରୋଜ ବଳ
Narrated by: Shakti Baral
Free with 30-day trial

₹199.00 per month after 30-day trial. Cancel anytime.

Buy Now for ₹469.53

Buy Now for ₹469.53

About this listen

ସରୋଜ ବଳଙ୍କ 'ବାହାରେ ବର୍ଷା' ଜଣେ ମଧ୍ୟବିତ୍ତ ବିବାହିତ ଯୁବକର ସ୍ୱପ୍ନ ଆଉ ସ୍ୱପ୍ନଭଙ୍ଗର କାହାଣୀ। ନିଜ ଇଚ୍ଛାର ବାଡ଼ ଡେଇଁ ଜୀବନ କେମିତି ଅମଡ଼ାବାଟରେ ଯାଏ, ତା'ର ଗୋଟେ ଝଲକ୍ ରହିଛି ଏ ଉପନ୍ୟାସଟିରେ। ଦାମ୍ପତ୍ୟ ଜୀବନରେ ପରକୀୟା ପ୍ରେମ ଓ ତାର ନାଟକୀୟ ପରିଣତିକୁ ନେଇ ଗତିଶୀଳ ଏହି ଉପନ୍ୟାସଟିର ଚତୁର୍ଥ ସଂସ୍କରଣ 'ଟାଇମପାସ' ଦ୍ୱାରା ପ୍ରକାଶ ପାଇ ଏବେବି ପାଠକୀୟତା ସାଉଁଟି ଚାଲିଛି! ସୁଖ୍ୟାତ ଟେଲି ଓ ସିନେ ଅଭିନେତା ଶକ୍ତି ବରାଳଙ୍କ କଣ୍ଠରେ ଶୁଣନ୍ତୁ ଓ ଅନୁଭବ କରନ୍ତୁ ଏଥର 'ବାହାରେ ବର୍ଷା'...©2021 Storyside IN (P)2021 Storyside IN Genre Fiction Literary Fiction Romantic Suspense
adbl_web_anon_alc_button_suppression_c
No reviews yet