Chenae Jahnaalua cover art

Chenae Jahnaalua

Preview
Free with 30-day trial
Prime logo New to Audible Prime Member exclusive:
2 credits with free trial
1 credit a month to use on any title to download and keep
Listen to anything from the Plus Catalogue—thousands of Audible Originals, podcasts and audiobooks
Download titles to your library and listen offline
₹199.00 per month after 30-day trial. Cancel anytime.

Chenae Jahnaalua

Written by: ସୃଷ୍ଟିଶ୍ରୀ ନାଏକ
Narrated by: Rakhee Dash
Free with 30-day trial

₹199.00 per month after 30-day trial. Cancel anytime.

Buy Now for ₹412.52

Buy Now for ₹412.52

କେନ୍ଦ୍ର ସାହିତ୍ୟ ଏକାଡେମୀ ଯୁବ ପୁରସ୍କାରପ୍ରାପ୍ତ ଗାଳ୍ପିକା ସୃଷ୍ଟିଶ୍ରୀ ନାଏକ ଉଭୟ ଗଳ୍ପ ଓ ଉପନ୍ୟାସରେ ପାଠକଙ୍କୁ ବାନ୍ଧିରଖି ପାରନ୍ତି! 'ଚେନାଏ ଜହ୍ନଆଲୁଅ' ତାଙ୍କର ଏକ ଚମତ୍କାର ଉପନ୍ୟାସ, ଯେଉଁଥିରେ ଦୁଇଜଣ ଝିଅସାଙ୍ଗଙ୍କ ଶୈଶବ, କୈଶୋର ଓ ଯୌବନର ଅନ୍ତରଙ୍ଗ କାହାଣୀ ବର୍ଣ୍ଣିତ! ସମ୍ପର୍କର ବିବିଧତା ଓ ଜଟିଳତା ଭିତରେ ବି ଭଲପାଇବାର ସୁଅ କେମିତି ଛୁଟିଚାଲିଥାଏ, ତାର ଏକ ନିଖୁଣ ଉଦାହରଣ ଏହି ଉପନ୍ୟାସ! ଜଣାଶୁଣା ଅଭିନେତ୍ରୀ ଓ ରେଡିଓ-ଜକି ରାକ୍ଷୀ ଦାଶଙ୍କ କଣ୍ଠରେ ଚାଲନ୍ତୁ ଛୁଇଁବା ଜହ୍ନଆଲୁଅରୁ ଚେନାଏ...©2021 Storyside IN (P)2021 Storyside IN Genre Fiction Literary Fiction
adbl_web_anon_alc_button_suppression_c
No reviews yet