Cover Story cover art

Cover Story

Preview
Free with 30-day trial
Prime logo New to Audible Prime Member exclusive:
2 credits with free trial
1 credit a month to use on any title to download and keep
Listen to anything from the Plus Catalogue—thousands of Audible Originals, podcasts and audiobooks
Download titles to your library and listen offline
₹199 per month after 30-day trial. Cancel anytime.

Cover Story

Written by: ସତ୍ୟପ୍ରିୟ ମହାଳିକ
Narrated by: ବିଶ୍ୱଜିତ୍‍ ମିଶ୍ର
Free with 30-day trial

₹199 per month after 30-day trial. Cancel anytime.

Buy Now for ₹210.00

Buy Now for ₹210.00

About this listen

ସତ୍ୟପ୍ରିୟ ମହାଳିକ ନିଜ ସାହିତ୍ୟରେ ଜୀବନ ଓ ବାସ୍ତବତା ପ୍ରତି ବେଶି ଯତ୍ନଶୀଳ । ତଥାକଥିତ କଳ୍ପନାର କାନ୍‌ଭାସ୍‌ରେ ମିଛ ଆଦର୍ଶ ଓ ଶସ୍ତା ସ୍ୱପ୍ନ ଆଙ୍କିବା ତାଙ୍କର ସଉକ୍ ନୁହେଁ; ବରଂ ଜୀବନର ଧୂସର ବାସ୍ତବତା ଓ କାରୁଣ୍ୟ ଆଡ଼େ ସେ ସଚେତନ ଦୃଷ୍ଟିରେ ଚାହିଁରହିବାକୁ ଭଲପାଆନ୍ତି । ସତ୍ୟ ଓ ସାହସର ବର୍ତ୍ତମାନକୁ ସେ ନିଜ ମୌଳିକ କଳାକୌଶଳ ନେଇ ରୂପାନ୍ତରିତ କରନ୍ତି କଥା କାହାଣୀରେ । ସେଥିପାଇଁ ତାଙ୍କର ପ୍ରତିଟି ରଚନା ଜୀବନ୍ତ ଓ ସଂକ୍ରାମକ । 'କଭର୍ ଷ୍ଟୋରି' ଉପନ୍ୟାସ ଆମ ସାମାଜିକ ଅସଂଗତି ଓ ଅବଜ୍ଞାର ଆଉଏକ ଶକ୍ତିଶାଳୀ କାରୁଣ୍ୟ, ଯେଉଁଠି ଚାରି ବର୍ଷର ଝିଅଟିଏ ଧର୍ଷିତା ହୁଏ ଓ ନ୍ୟାୟ ପାଇଁ ନୟାନ୍ତ ହୋଇ ଧାଉଁଥାଏ । ନ୍ୟାୟ କ'ଣ ପଦ୍ମଫୁଲ ଯେ ଅଣ୍ଟେପାଣିରେ ପଶି ତୋଳିଆଣିହେବ?©2021 Storyside IN (P)2021 Storyside IN African American Genre Fiction Literary Fiction Mystery
No reviews yet