Hi Muni Kemiti Achha cover art

Hi Muni Kemiti Achha

Preview
Free with 30-day trial
Prime logo New to Audible Prime Member exclusive:
2 credits with free trial
1 credit a month to use on any title to download and keep
Listen to anything from the Plus Catalogue—thousands of Audible Originals, podcasts and audiobooks
Download titles to your library and listen offline
₹199 per month after 30-day trial. Cancel anytime.

Hi Muni Kemiti Achha

Written by: ପଦ୍ମଜ ପାଳ
Narrated by: ଅଭିରାମ ଖୁଣ୍ଟିଆ
Free with 30-day trial

₹199 per month after 30-day trial. Cancel anytime.

Buy Now for ₹420.00

Buy Now for ₹420.00

About this listen

ପଦ୍ମଜ ପାଳ ଆମ ସମୟର ଅନ୍ୟତମ ସଶକ୍ତ ସର୍ଜନାକାର । ବିଶେଷତଃ ଗଳ୍ପ ଓ ଉପନ୍ୟାସରେ ସେ ତାଙ୍କର ପ୍ରର୍ଯ୍ୟାପ୍ତ ସୃଜନଶୀଳତା ବିନିଯୋଗ କରିଛନ୍ତି; ଯାହା ବଦଳରେ ଓଡ଼ିଆ ସାହିତ୍ୟ ପାଇଛି ବେଶ୍‍କିଛି ଉଲ୍ଲେଖନୀୟ ଓ ସ୍ମରଣୀୟ କଥାସାହିତ୍ୟ । 'ହାଏ ମୁନି, କେମିତି ଅଛ!' ସମକାଳର ସାକ୍ଷ୍ୟ ଓ ସଂବେଦନା ବହନ କରୁଥିବା ଏକ ପରୀକ୍ଷାଧର୍ମୀ ଉପନ୍ୟାସ, ଯାହା 'କଥା'ରେ ଧାରାବାହିକ ଭାବେ ପ୍ରକାଶ ପାଇ ଅପୂର୍ବ ପାଠକୀୟତା ହାସଲ କରିଥିଲା । ଥରେ ଶୁଣି ଦେଖନ୍ତୁ ଅଭିରାମ ଖୁଣ୍ଟିଆଙ୍କ କଣ୍ଠରେ...©2021 Storyside IN (P)2021 Storyside IN Genre Fiction Literary Fiction
No reviews yet