Juli cover art

Juli

Preview
Subscribe now Free with 30-day trial
Offer ends on 14 April, 2026 at 23:59.
Prime logo
Pay ₹5/month for 2 months and ₹199/month after 2 months, Cancel anytime. Offer ends on 14 April 2026 at 23:59. Take this offer!
1 credit a month to use on any title to download and keep.
Listen to anything from the Plus Catalogue—thousands of Audible Originals, podcasts and audiobooks.
Download titles to your library and listen offline.
1 credit a month to use on any title to download and keep
Listen to anything from the Plus Catalogue—thousands of Audible Originals, podcasts and audiobooks
Download titles to your library and listen offline
₹199 per month after 30-day trial. Cancel anytime.

Juli

Written by: ସାରଦା ପ୍ରସାଦ ମିଶ୍ର
Narrated by: ସୁଧାକର ଦାସ
Subscribe now Free with 30-day trial

Pay ₹5/month for 2 months and ₹199/month after 2 months, Cancel anytime. Offer ends on 14 April 2026 at 23:59.

₹199 per month after 30-day trial. Cancel anytime.

Buy Now for ₹420.00

Buy Now for ₹420.00

LIMITED TIME OFFER | Get 2 Months for ₹5/month

About this listen

ସାରଦା ପ୍ରସାଦ ମିଶ୍ରଙ୍କ ଉପନ୍ୟାସର ସବୁଠୁ ଆକର୍ଷଣୀୟ ଦିଗଟି ହେଉଛି କହିବାର ଢଙ୍ଗ। ପରମ୍ପରାର ପୃଷ୍ଠଭୂମିରେ ସମକାଳକୁ ନୂଆ ପୋଷାକରେ ଛିଡ଼ା କରାଇବାରେ ସେ ଅପ୍ରତିଦ୍ୱନ୍ଦ୍ୱୀ ଶିଳ୍ପୀ। ୨୦୧୦ ମସିହାରେ ସରୋଜ ବଳଙ୍କ ସମ୍ପାଦିତ 'ସାମ୍ନା' ପତ୍ରିକାରେ ପ୍ରକାଶ ପାଇ ପାଠକ ଓ ଲେଖକମାନଙ୍କ ଭିତରେ ଚହଳ ସୃଷ୍ଟି କରିଥିବା ତାଙ୍କର ବହୁଚର୍ଚ୍ଚିତ ଉପନ୍ୟାସ ହେଉଛି 'ଜୁଲି'। ଚିରାଚରିତ କଥନଭଂଗୀରୁ ମୁକୁଳି ଗପ, କବିତା, ଗୀତ, ପୁରାଣ ଶୈଳୀରେ ସେ ଯେପରି 'ଜୁଲି'ର ବିନ୍ୟାସ କରିଛନ୍ତି, ତାହାକୁ ନିଃସନ୍ଦେହରେ ଓଡ଼ିଆ ଉପନ୍ୟାସର 'ମଡର୍ଣ୍ଣ କ୍ଲାସିକ୍‍' ବୋଲି କୁହାଯାଇପାରେ। ଆପଣ ବି ଶୁଣନ୍ତୁ ଓ ମତ ଦିଅନ୍ତୁ...©2021 Storyside IN (P)2021 Storyside IN Genre Fiction Literary Fiction
No reviews yet