Password cover art

Password

Preview
Free with 30-day trial
Prime logo New to Audible Prime Member exclusive:
2 credits with free trial
1 credit a month to use on any title to download and keep
Listen to anything from the Plus Catalogue—thousands of Audible Originals, podcasts and audiobooks
Download titles to your library and listen offline
₹199 per month after 30-day trial. Cancel anytime.

Password

Written by: ସ୍ଵାଗତିକା ସ୍ୱାଇଁ
Narrated by: ନିଭି
Free with 30-day trial

₹199 per month after 30-day trial. Cancel anytime.

Buy Now for ₹420.00

Buy Now for ₹420.00

About this listen

ଜଣେ ସାଧାରଣ ମଣିଷ ତା' ଜୀବନକାଳରେ ଅନେକ ମାନସିକ ଦୁଃସ୍ଥିତି ଭୋଗେ। କିନ୍ତୁ ଦେଖିବାବେଳକୁ ସେଠି ତା' ହାତରେ କିଛି ବୋଲି କରିବାକୁ ନଥାଏ। ବରଂ ସେ ଭାବେ ଏଗୁଡ଼ିକ ତା' ପାଇଁ ଏକାବେଳକେ ଅଭାବିତ ଏବଂ ଅବଧାରିତ। ସୌଭାଗ୍ୟ ଆଗରେ 'ପାସ୍‍ୱାର୍ଡ' ଏଇଭଳି ଗୋଟେ ଦୁରବସ୍ଥାର ବିକଳ୍ପ ହୋଇ ଉଭାହୁଏ। ଆଉ କହେ, ୟା ଭିତରୁ ମୁକୁଳିହବ। ହଁ ମୁକୁଳିହବ। କେବଳ ଟିକିଏ ସତ୍‍ସାହସ ଦେଖାଅ। ନିଜ ସହିତ ନିଜେ ଜୀବନ ବଞ୍ଚିବାର ସତ୍‍ସାହସ। ପ୍ରଥମ 'ଅକ୍ଷୟ ପ୍ରତିଭା ଉପନ୍ୟାସ ସମ୍ମାନ' ପାଇଥିବା ଯୁବପିଢିର ଶକ୍ତିଶାଳୀ ଲେଖିକା ସ୍ଵାଗତିକା ସ୍ୱାଇଁଙ୍କ ରଚିତ ଏହି ଚମତ୍କାର ଉପନ୍ୟାସଟି ନିଶ୍ଚୟ ଶୁଣନ୍ତୁ...©2021 Storyside IN (P)2021 Storyside IN Genre Fiction Literary Fiction
No reviews yet