ରଜପର୍ବ : ସେବେ ଓ ଏବେ | #raja #odia cover art

ରଜପର୍ବ : ସେବେ ଓ ଏବେ | #raja #odia

ରଜପର୍ବ : ସେବେ ଓ ଏବେ | #raja #odia

Listen for free

View show details

About this listen

କେବଳ ଗୋଟିଏ ସ୍ଥାନରେ ରଜ ଏବେ ବି ବଞ୍ଚିଛି... ଆଉ ବହୁତ ଆଡ଼ମ୍ବରରେ ପାଳନ ବି ହେଉଛି...

ଆମ ଫେସବୁକର ପୋଷ୍ଟ୍‌ରେ...

ସତରେ କେହି ପାଳୁଛନ୍ତି କି ନା ଜାଣେନି, ହେଲେ ଏତେ ପୋଡ଼ପିଠାର ଛବି ଫେସବୁକରେ ଦିଶୁଛି ଯେ ମନେ ହେଉଛି, ଯା ବି ହେଉ ଆମ ପରମ୍ପରା ହଜି ଯାଇନି୤ କର୍ପୁର ଉଡ଼ି ଯାଇଛି ହେଲେ କନା ସେମିତି ପଡ଼ିଛି୤ ସେଇ କନାକୁ ଚାହିଁ ଚାହିଁ କର୍ପୁରର ବାସ୍ନା ମିଳିଯାଉଛି୤

ସମସ୍ତଙ୍କୁ ରଜ ପର୍ବର ହାର୍ଦ୍ଦିକ ଅଭିନନ୍ଦନ୤

No reviews yet