Dui Diganta cover art

Dui Diganta

Preview
Free with 30-day trial
Prime logo New to Audible Prime Member exclusive:
2 credits with free trial
1 credit a month to use on any title to download and keep
Listen to anything from the Plus Catalogue—thousands of Audible Originals, podcasts and audiobooks
Download titles to your library and listen offline
₹199.00 per month after 30-day trial. Cancel anytime.

Dui Diganta

Written by: ଗୌରହରି ଦାସ
Narrated by: Subrat Kumar Pati
Free with 30-day trial

₹199.00 per month after 30-day trial. Cancel anytime.

Buy Now for ₹497.01

Buy Now for ₹497.01

2000 ମସିହାରେ ବରିଷ୍ଠ ଲେଖକ ଗୌରହରି ଦାସ ଦ୍ଵିତୀୟ ଥର ପାଇଁ ଆମେରିକା ଯାଇଥିଲେ ଓ ଭାରତ ଫେରିବା ବାଟରେ କିଛିଦିନ ସ୍ୱିଡ଼େନ ଭ୍ରମଣ କରିଥିଲେ। 'ଦୁଇ ଦିଗନ୍ତ' ପୁସ୍ତକଟି ତାଙ୍କର ଏହି ଦୁଇ ଦେଶ ଭ୍ରମଣର ଅନୁଭୂତି। ଆମେରିକା ପୃଥିବୀର ସବୁଠୁ ଶକ୍ତିଶାଳୀ ଦେଶ ହୋଇଥିବାବେଳେ ସୁଇଡେନର ସାଧାରଣ ଜୀବନଯାପନ ପ୍ରଣାଳୀ ସବୁଠାରୁ ଉନ୍ନତ। ଏ ଦେଶରେ କଳା, ସଂଗୀତ, ସାହିତ୍ୟ, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟକୁ ଯେଉଁଭଳି ଗୁରୁତ୍ୱ ପ୍ରଦାନ କରାଯାଏ ତାହା ବାସ୍ତବିକ ଉଲ୍ଲେଖନୀୟ। ଆମେରିକା ଓ ସୁଇଡେନରେ ଲେଖକଙ୍କ ଅଭିଜ୍ଞତା ସହ ଦୁଇ ଦେଶର ସାମାଜିକ ଓ ସାଂସ୍କୃତିକ ବୈଶିଷ୍ଟ୍ୟକୁ ନେଇ ରଚିତ 'ଦୁଇ ଦିଗନ୍ତ' ଶୁଣିବାଭଳି ଏକ ଭ୍ରମଣକାହାଣୀ!©2021 Storyside IN (P)2021 Storyside IN Social Sciences
adbl_web_anon_alc_button_suppression_c
No reviews yet