Nian cover art

Nian

Preview
Free with 30-day trial
Prime logo New to Audible Prime Member exclusive:
2 credits with free trial
1 credit a month to use on any title to download and keep
Listen to anything from the Plus Catalogue—thousands of Audible Originals, podcasts and audiobooks
Download titles to your library and listen offline
₹199.00 per month after 30-day trial. Cancel anytime.

Nian

Written by: ମୃଣାଳ
Narrated by: Ranjan Kumar Dhal
Free with 30-day trial

₹199.00 per month after 30-day trial. Cancel anytime.

Buy Now for ₹546.23

Buy Now for ₹546.23

୧୯୯୭ ମସିହା ଫେବୃଆରୀ ୨୩ରେ ବାରିପଦାର ମଧୁବନଠାରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡ ପ୍ରେକ୍ଷାପଟରେ ଲିଖିତ 'ନିଆଁ' ଉପନ୍ୟାସ, ଯାହା ସେଇ ସମୟ ଓ ଘଟଣାର ଏକ ମାନବିକ ଦଲିଲ! ଏହାର ଲେଖକ ମୃଣାଳ ଓଡ଼ିଆ ସାହିତ୍ୟର ଅନ୍ୟତମ ଶକ୍ତିଶାଳୀ କଥାକାର କେବଳ ନୁହନ୍ତି, ଜଣେ ପ୍ରସିଦ୍ଧ ବ୍ୟଙ୍ଗକାର, ସ୍ତମ୍ଭକାର, ସାମ୍ବାଦିକ ଓ ସାମ୍ବାଦିକତାର ପ୍ରାଧ୍ୟାପକ ମଧ୍ୟ! ସମ୍ପ୍ରତି ଢେଙ୍କାନାଳସ୍ଥିତ ଇଣ୍ଡିଆନ ଇନଷ୍ଟିଚୁଟ ଅଫ ମାସ କମ୍ୟୁନିକେସନର ମୁଖ୍ୟ ଭାବେ ଅବସ୍ଥାପିତ ମୃଣାଳ ତାଙ୍କ ରଚନାରେ ହାସ୍ୟରସ ଓ ତୀବ୍ର କଟାକ୍ଷ ପାଇଁ ବେଶ ଜଣାଶୁଣା! ତେବେ ଆସନ୍ତୁ ଶୁଣିନେବା 'ନିଆଁ'ର ଲୋମହର୍ଷକ କାହାଣୀ...©2021 Storyside IN (P)2021 Storyside IN African American Historical
adbl_web_anon_alc_button_suppression_t1
No reviews yet